top of page

ଜଗନ୍ନାଥଙ୍କ ଶୂନ୍ୟ ସ୍ବରୂପ




ନୂତନତା ରେ ମୁଁ ଖୋଜେ ପୁରାତନ ପ୍ରଭୁ

ଗତ ଜନମେ ଥିଲ ତୁମେ ଅଛ ଏ ଜନମେ

ଏ ଜନମ ସାରି ନେବ "ନବକଳେବର"

ନୂତନ ଓ ପୁରାତନ ମିଶେ ଯେଉଁଠାରେ

ତହିଁ ଥାଏ ଈଶ୍ବରଙ୍କ ଚିରନ୍ତନତା



ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ଓଡିଆ ଜାତିର ସ୍ବାଭିମାନ, ଆଉ ପରିଚୟ । ପ୍ରତ୍ଯେକ ଓଡ଼ିଆଙ୍କ ମନରେ ଜଗନ୍ନାଥଙ୍କ ପାଇଁ ରହିଛି ଅହେତୁକ ଭକ୍ତି, ବିଶ୍ବାସ ଓ ଦୁର୍ବଳତା । ହେଲେ ମହାପ୍ରଭୁଙ୍କ ସହ ଘଟିଥିବା ଅନେକ ଘଟଣାବଳୀ ଓ ଅପୂର୍ବ ଲୀଳାକୁ ଜାଣିବାକୁ ପ୍ରତିମୁହୂର୍ତ ରେ ଭକ୍ତ ବ୍ୟାକୁଳ ହେଉଛି । ଏହି ନବକଳେବର ନାଟକ ଟି ନିଶ୍ଚୟ ରୂପେ ଭକ୍ତ ମନଙ୍କ ବ୍ୟାକୁଳତାକୁ ଲାଘବ କରିବ ।




ମଞ୍ଚ ନାଟକ କ୍ଷେତ୍ରରେ ଏକ ନୂଆ ଧାରା ସୃଷଠି କରିଛି ଶ୍ରୀ ଜଗନ୍ନାଥଙ୍କ ର ଏହି ଐତିହାସିକ ନାଟକ "ନବକଳେବର" । ପ୍ରଥମ ଭେଟି ରେ ଦର୍ଶକ ଆମକୁ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ଆମକୁ ଅତ୍ୟଧିକ ଭାବବିଭୋର କରିଛି । ନାଟକ ର ପ୍ରତ୍ଯେକ ସନ୍ଧ୍ୟା ମଞ୍ଚ କୁ ଜଗନ୍ନାଥ ମୟ କରିଥିଲା ।



posted by - BINI SAMAL


7 views0 comments

Recent Posts

See All

ÿØÿà JFIF    ÿÛ „     ""$$6*&&*6>424>LDDL_Z_||§    ""$$6*&&*6>424>LDDL_Z_||§ÿÂ ññ" ÿÄ 1    

bottom of page